<< acreages acrid >>

acres Meaning in Odia (Oriya). ( acres ଶବ୍ଦର ଓଡିଆ ଅର୍ଥ)



ଏକର, ଜମି,

Noun:

ଜମି,

acres తెలుగు అర్థానికి ఉదాహరణ:

ପାଞ୍ଚ ଏକର ପରିମିତ ଜାଗାରେ କେତକୀ, ବଉଳ ଓ ନାରିକେଳ ଜଙ୍ଗଲ ପରିବେଶ ମଧ୍ୟରେ ୫୦ଫୁଟ ୫ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀଅଲାରନାଥଙ୍କ ମନ୍ଦିର ଅବସ୍ଥିତ ।

ଯଦି ନିର୍ବାଚନ ପାଇଁ କେବଳ ଗୋଟିଏ ନାମ ପ୍ରସ୍ତାବ ଦିଆଯାଏ, କୌଣସି ଔପଚାରିକ ଭୋଟ୍ ବିନା ବାଚସ୍ପତି ନିର୍ବାଚିତ ହୁଅନ୍ତି | ଯଦି ଏକରୁ ଅଧିକ ନାମାଙ୍କନ ଗ୍ରହଣ କରାଯାଏ, ତେବେ ରାଷ୍ଟ୍ରପତିଙ୍କଦ୍ୱାରା ସୂଚିତ ହୋଇଥିବା ତାରିଖରେ ସାଂସଦମାନେ ସେମାନଙ୍କ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତି।

ଏହାଦ୍ୱାରା 7 ଲକ୍ଷ୍ୟ ଏକର ଚାଷ ଜମିରେ ଜଳସେଚନ ହେଲା ।

୧୬୨.୬ ହେକ୍ଟର (1,626,000 ବର୍ଗ ମିଟର; 402 ଏକର) ପରିମିତ ସ୍ଥାନରେ ଏହା ଏକ ବିଶାଳ ହିନ୍ଦୁ ମନ୍ଦିର ।

ମୂଳ ଚା ବୃକ୍ଷରୋପଣ ମାତ୍ର ୧୯ ଏକର ପରିମିତ ଜମିରେ କରାଯାଇଥିଲା ।

ଅଭୟାରଣ୍ୟର ଦକ୍ଷିଣ-ପଶ୍ଚିମ ଦିଗରେ ୧୨୦ ହେକ୍ଟର୍ (୩୦୦ ଏକର୍) କ୍ଷେତ୍ରଫଳ ବିଶିଷ୍ଟ ତାଡୋବା ହ୍ରଦ ଅବସ୍ଥିତ ।

ଏକରୁ ଦଶ ବର୍ଷ ବୟସର ପିଲା ଅଧିକ ଆକ୍ରାନ୍ତ ହୁଅନ୍ତି ।

କୃଷ୍ଣମୂର୍ତ୍ତୀ ବ୍ରହ୍ମ‌ବିଦ୍ୟା ତ୍ୟାଗ କରିବା ପରେ ତାଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ବେସାନ୍ତ ବ୍ରହ୍ମ‌ବିଦ୍ୟା ସମାଜର ଜମି ନିକଟରେ ୬ ଏକର (୨.୪ ହେକ୍ଟର) ଜାଗା କିଣିଥିଲେ।

1 ଅକ୍ଟୋବର 2019 ମସିହା ପର୍ଯ୍ୟନ୍ତ, 3,063 ପ୍ରଣାଳୀରେ ପୁଷ୍ଟ ଏକ୍ସପ୍ଲାନେଟ ରହିଛି ଯେଉଁଥିରେ 669 ପ୍ରଣାଳୀର ଏକରୁ ଅଧିକ ଗ୍ରହ ରହିଛି ।

ଭୂତ ପରି ଦେଖାଯାଉ ଥିବା ବେତାଳ , ଯିଏ ରାଜା ବିକ୍ରମାଦିତ୍ୟଙ୍କ ପାଖେ ନୈତୀକ ଋପେ ଅସ୍ପଷ୍ଟ ପ୍ରଶ୍ନପତ୍ର ରଖିଥିଲେ, (ଯେଉଁଥିରୁ ପ୍ରତ୍ୟେକ ଏକରୁ ଅଧିକ ଉତ୍ତର ଦେଇପାରିବେ,) ତାଙ୍କୁ ଆକର୍ଷିତ କରିଥିଲା ।

ଗଡ଼ମଧୁପୁର ରାଜା ଘନଶ୍ୟାମ ନରେନ୍ଦ୍ର ତାଙ୍କୁ ୫୭ ଏକର ଜମି ଦାନ କରିଥିଲେ , ସେଠାରେ ସେ ଏକ ମଠ ସ୍ଥାପନ କରି ତାଙ୍କ ଆରାଧ୍ୟ ଦେବତା ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରି "ରସିକରା" ନାମରେ ପୂଜାର୍ଚ୍ଚନା କରୁଥିଲେ ।

 | ନିର୍ମାଣ |ଏଠାରେ 278.32  ଏକର ପରିମିତ ସ୍ଥାନରେ ଏୟାର ଫିଲ୍ଡ ରହିବା ସହ ଏହାର ରାନୱେର ଦୈର୍ଘ୍ୟ 4500 ଫୁଟ ।

acres's Usage Examples:

Once finally extinguished it had burnt out about 55,100 hectares (136,000 acres) of land.


It was intended that he should work on the Warnock property but on arrival it was discovered that the dry climate required many more acres to support a family than it did in Scotland.


In 18 minutes" screen time is packed the neatest, crispest KO to the wise acres that could be imagined even by the American movie.


area of 399,523 hectares (987,240 acres) with a yield level of 6,414 hectogram per ha.


includes the forest of Fløjstrup, as part of the Marselisborg Forests, upping the total area with another 200 hectares (490 acres).


Helleborus, with 6 acres (24,000 m2) of farmland devoted to more than 68,000 hellebores.


350 acres (140 ha) of inbye ground of which 40 acres (16 ha) is arable/ploughable and 135 acres (55 ha) of woodland/forestry.


actually a complex consisting of two buildings on a 10 acres (40,000 m2) plot of ground on Oklahoma Avenue in downtown Guthrie that was originally named Capitol.


In 1913, the naturalist and businessman Edward Avery McIlhenny bought abought 86,000 acres of marshland in Louisiana with the help of donated money.


Another accomplishment at the height of the cold war was ammunition bunkers and buildings that occupied over 12,400 acres of the Southwestern part of Subic Bay.


SUWA also participated in the Washington County land bill, which designated approximately 256,000 acres of wilderness in southwestern Utah when it passed in 2009.


tons from an area of 69 hectares (170 acres) with yield level of 12,993 hectograms per ha, and its world share was negligible.


The campus covers over 2,500 acres and includes a number of buildings designed to support the specialized programming offered at Olds College.



Synonyms:

feoff, leasehold, plantation, seigniory, estate, smallholding, signory, land, real estate, real property, homestead, Crown land, countryseat, demesne, seigneury, manor, barony, hacienda, realty, entail, landed estate, immovable, fief, freehold, glebe,

Antonyms:

leave, embark, disinherit, mobile,

acres's Meaning in Other Sites