<< accurate accurse >>

accurately Meaning in Odia (Oriya). ( accurately ଶବ୍ଦର ଓଡିଆ ଅର୍ଥ)



ଠିକ୍, ସଠିକ୍ ଭାବରେ,

Adverb:

ସଠିକ୍ ଭାବରେ |, ପ୍ରକୃତରେ, ତାହା ଠିକ୍, ସତ୍ୟ,

accurately తెలుగు అర్థానికి ఉదాహరణ:

ପୁଣି ତରଙ୍ଗ ଦୃଷ୍ଟିକୋଣ ହିଁ ସଠିକ୍ ବୋଲି ଅନୁଭୂତ ହେବାରେ ଲାଗିଲା ।

କ୍ୱାଟ୍ଜ ଘଡ଼ି ତୁଳନାରେ ସମ୍ପୂର୍ଣ୍ଣ ଠିକ୍ ସମୟ ମାପପାଇଁ ଆଉ ଏକ ଘା ବାହାରିଛି ଏହାକୁ ପରମାଣୁ ଘଡ଼ି କୁହାଯାଏ ।

ଠିକ୍‌ ତା’ର ୧୦୦ବର୍ଷ ପରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିବା ପାଇଁ ୧୯୦୩ ମସିହା ଡିସେମ୍ବର ମାସ ୩୦ ତାରିଖରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ବସିଥିଲା ।

ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ୮ ବର୍ଷ ବୟସ୍କ ପିଲାଙ୍କୁ ଏହା ଦେଉଥିଲେ ସଠିକ୍ ଦାନ୍ତ ବୃଦ୍ଧି ହୁଏ ନାହିଁ, ବୃକ୍‌କ ସମସ୍ୟା (kidney problems) ଓ ସ‌ହଜରେ ସନବର୍ଣ୍ଣ (sunburn) ହୋଇପାରେ ।

କେବଳ ଈଷ୍ଟଙ୍କ ଉଦ୍ଦେଶ୍ୟରେ ଅର୍ପିତ ପାନ ଖଣ୍ଡେ ପ୍ରତିବଦଳରେ ସମସ୍ତ କାର୍ଭିକ ବ୍ରତର ପୁଣ୍ୟ ନେବାକୁ ଆଶାୟୀ ଉତ୍କଳ ରମଣୀ ପାନ ପ୍ରଦାନର ମୂଲ୍ୟକୁ ଠିକ୍ ବୁଝିଥାଏ ।

|ଅନନ୍ତ ଶୟନରେ ନାରାୟଣ|ଭୋଗ ମନ୍ଦିରକୁ ଯେଉଁ ରାସ୍ତା ଦେଇ ନିଆଯାଉଛି ଠିକ୍ ଅଗ୍ନୀଶ୍ୱର ମନ୍ଦିର ପାର ହୋଇ ମନ୍ଦିର ମଧ୍ୟସ୍ଥ ପାହାଚକୁ ଉଠିବା ପୂର୍ବରୁ ଡାହାଣ କାନ୍ଥରେ ବିଶାଳ ଅନନ୍ତ ଶୟନରେ ନାରାୟଣଙ୍କ ପ୍ରତିମା, ଲକ୍ଷ୍ମୀ-ସରସ୍ୱତୀ, ବ୍ରହ୍ମା, ବିଷ୍ଣୁ ଓ ଦେବଲୋକଙ୍କ ସହ ଅନନ୍ତ ସର୍ପ ଉପରେ ଶୟନ କରିଥିବା ଭକ୍ତମାନେ ଦର୍ଶନ କରିଥାନ୍ତି ।

ସେହି ଆଠଦିନ ଭିତରେ ସେ ବିଭିନ୍ନ ବ‌ହି ଏବଂ ଇଣ୍ଟରନେଟ୍‌ରୁ ପ୍ରୋଗ୍ରାମିଂ ବିଷୟରେ ଅନେକ ତ‌ଥ୍ୟ ପଢ଼ିଥିଲେ ଏବଂ ତାଙ୍କ ୱେବସାଇଟ୍‌ର ଡାଟାବେସ୍‌ରେ ଥିବା ଅସୁବିଧାକୁ ସେ ନିଜେ ଧରିଥିଲେ, ଯାହକି ତାଙ୍କର ୱେବ ଡେଭଲପର୍‌ମାନେ ପରବର୍ତ୍ତୀ ସମୟରେ ଠିକ୍ କରିବାରେ ବିଫଳ ହୋଇଥିଲେ ।

ତ୍ରିକୂଟ ପାହାଡ଼ର ଠିକ୍ ପଶ୍ଚିମ ଦିଗକୁ ଅଛି ଚନ୍ଦନ ଖୋଲ ।

ଠିକ୍ କେନ୍ଦୁଝରର ମଧ୍ୟସ୍ଥଳରେ ମାୟା ବିସ୍ତାର କଲେ ମାଆ ।

କାରଣ ସ୍କୁଲମାନଙ୍କରେ ସୁଲଭ ଶୌଚାଳୟର କୌଣସି ସଠିକ୍ ସୁବିଧା ନାହିଁ ।

କିନ୍ତୁ ପ୍ରାରମ୍ଭରେ ହ୍ୱାଟ୍ସଆପ ଠିକ୍ ଭାବରେ ପରିଚାଳିତ ହୋଇନଥିଲା ।

ଆଇସିପି ମନିଟର ବ୍ୟବ‌ହାର କରି ରୋଗର ଗମ୍ଭୀରତା ନିର୍ଣ୍ଣୟ କରାଯାଇପାରେ | |ଚିକିତ୍ସା ମୁଖ୍ୟତଃ ଏହାର ମୂଳ କାରଣ ଉପରେ ନିର୍ଭର କରେ | ସାଧାରଣ ଚିକିତ୍ସାରେ ଅସମୋଟିକ ଥେରାପି, ଶ୍ୱସକ୍ରିୟା ଅଧିକ କରିବା, ସଠିକ୍ ସ୍ଥିତି ବଜାୟ ରଖିବା, ଡାଇୟୁରେଟିକ ବା କର୍ଟିକୋଷ୍ଟିରଏଡ ଦିଆଯାଇପାରେ ।

ଏହା ଏକ ପ୍ରକାର କ୍ଲିକ୍ ଶବ୍ଦ ସୃଷ୍ଟି କରୁଥିଲା, ଯାହାକୁ ଶୁଣି କୁଞ୍ଚିଟି ଠିକ୍ ଭାବରେ ଚାପି ହୋଇଛି କି ନା, ଟାଇପିଷ୍ଟ ସହଜରେ ଜାଣି ପାରୁଥିଲା।

accurately's Usage Examples:

This model is supported by Albert Bandura's (1997) theory of modeling, which posits that in order for modeling to be successful, the learner must be attentive, access and retain the information presented, be motivated to learn, and be able to accurately reproduce the desired skill.


still employed, together with modern spectroscopic instrumentation, to accurately determine its quality.


accurately predict its location with targeted observations and await serendipitous survey observations.


Therefore, the latter might more accurately be called compositeness tests instead of primality tests.


In 1970 Rocha published a manifesto on the progress of Cinema Novo, in which he said he was pleased that Cinema Novo had gained critical acceptance as part of world cinema and had become a nationalist cinema that accurately reflected the artistic and ideological concerns of the Brazilian people (Hollyman).


number of features should not be too large, because of the curse of dimensionality; but should contain enough information to accurately predict the output.


It must be retrievable at a later date so that the business dealings can be accurately reviewed.


stationary to our current technology, yet their positions can be measured very accurately by Very Long Baseline Interferometry (VLBI).


absolute potentials are next to impossible to accurately measure, reduction potentials are defined relative to a reference electrode.


ancestors; this practice is sometimes known as ancestor worship or, more accurately, ancestor veneration.


The name is from Latin: halotrichum for salt hair which accurately describes the precipitate/evaporite mineral.


back-plane, be they TFTs or TFDs, must each be able to accurately and repeatably control the voltage applied to their respective pixel in order to control.


be accurately represented by means of techniques involving the use of epicycles, deferents, eccentrics (whereby planetary motion is conceived as circular.



accurately's Meaning in Other Sites