<< accubation acculturate >>

accultural Meaning in Odia (Oriya). ( accultural ଶବ୍ଦର ଓଡିଆ ଅର୍ଥ)



ସାଂସ୍କୃତିକ,

Adjective:

ଆଗ୍ରୋନୋମିକ୍, ସାଂସ୍କୃତିକ, ସଭ୍ୟ,

accultural తెలుగు అర్థానికి ఉదాహరణ:

2170 ଦଶକ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସରକାର ସେମାନଙ୍କ ସାଂସ୍କୃତିକ ବିରାସତକୁ ନଷ୍ଟ କରିବାର ପ୍ରୟାସ କରିଥିଲେ , ଯାହାର ଅନ୍ତର୍ଗତ ସେମାନଙ୍କ ପିଲାମାନଙ୍କୁ ପ୍ରାୟତଃ ମାତା-ପିତାଙ୍କଠାରୁ ଅଲଗା କରି ୟୁରୋପୀୟ ଶୈଳୀର ପାଠଶାଳାରେ ବନ୍ଦୀ ରଖା ଯାଉଥିଲା ।

୧୯୯୪ରେ ଅବସ୍ଥାପିତ ଏହା ଦୂରଦର୍ଶନ କେନ୍ଦ୍ର କଟକରୁ ସମ୍ବାଦ, ତଥ୍ୟଭିତ୍ତିକ କାର୍ଯ୍ୟକ୍ରମ, ଧାରାବାହିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରସାରଣ କରିଥାଏ ।

ପରବର୍ତ୍ତୀ କାଳରେ ଧିରେ ଧିରେ ମସ୍କୋର ଗ୍ରାଣ୍ଡ୍ ଡଚୀ (Grand Duchy of Moscow)ରୁଷିଆର ଛୋଟ ଛୋଟ ଇଲାକା ଗୁଡିକୁ ପ୍ରଭାବିତ କରି ଏକତ୍ରିତ କରାଇ ଗୋଲଡେନ୍ ହୋର୍ଡ଼ଠାରୁ ସ୍ୱାଧୀନତା ହାସଲ କରିଥିଲା ଏବଂ କିଏଭାନ୍ ରୁଷ (Kievan Rus)ର ସାଂସ୍କୃତିକ ଓ ରାଜନୈତିକ ପରମ୍ପରାର ପ୍ରାଧାନ୍ୟ ବିସ୍ତାର କରିଥିଲା ।

ଏହାକୁ ଛଅଭାଗରେ ବିଭକ୍ତ କରାଯାଇପାରେ:|ସମାନତାର ଅଧିକାର|ସ୍ବତନ୍ତ୍ର ବା ସ୍ୱାଧୀନତାର ଅଧିକାର|ଶୋଷଣ ବିରୋଧ ଅଧିକାର|ଧର୍ମଗତ ସ୍ୱାଧୀନତାର ଅଧିକାର|ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର|ସାମ୍ବିଧାନିକ ପ୍ରତିକାରଗତ ଅଧିକାର|ସମ୍ପତ୍ତିଗତ ଅଧିକାର ମୌଳିକ ଅଧିକାର ଅନ୍ତର୍ଗତ ନୁହେଁ ।

ଏହା ବ୍ୟତିତ, ସେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ଓ ହିନ୍ଦ କୁଷ୍ଠ ନିରାକରଣ ସଂଘ ଆଦି ଅନୁଷ୍ଠାନ, ଭାରତ ସେବକ ସମାଜ, ଡିଭାଇନ ଲାଇଫ ସୋସାଇଟି, ରେଡକ୍ରସ, ଭାରତ-ଚିନ ସାଂସ୍କୃତିକ ଅନୁଷ୍ଠାନ, ଭାରତ-ସୋଭିଏତ ବନ୍ଧୁତା ସମାଜ, କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ଇତ୍ୟାଦି ଅନୁଷ୍ଠାନମାନଙ୍କ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ ।

ଦାରିଦ୍ର୍ୟ, ଯୈାତୁକ ଦାବି ଓ ସାଂସ୍କୃତିକ ପରମ୍ପରା,କିଛି ଆଇନଗତ ସ୍ୱୀକୃତି,ସାମାଜିକ ଓ ଧାର୍ମିକ ଚାପ,ଝିଅ ଅବିବାହିତ ହୋଇ ରହିଯିବାର ଭୟ, ଅସ୍ୱାକ୍ଷରତା ଓ ଝିଅମାନଙ୍କ କ୍ଷେତ୍ରରେ ରୋଜଗାର କରିବାର ଅକ୍ଷମତା ଅନେକ ସମୟରେ ବାଲ୍ୟ ବିବାହର କାରଣ ପାଲଟିଛିି ।

ତାଙ୍କ କବିତାରେ ଜାତି-ଶ୍ରେଣୀ ଆଧାରରେ ସମାଜର ସବୁଠାରୁ ତଳସ୍ତରରେ ଥିବା ବ୍ୟକ୍ତିମାନଙ୍କର କଥା ଓ ସେମାନଙ୍କ ସାଂସ୍କୃତିକ ଜୀବନ ପ୍ରତିଫଳିତ ହେଇଥାଏ ।

ଦେଶଟି ବିଭିନ୍ନ ଭୌଗଳିକ ଏବଂ ପ୍ରଜାତିର ବ୍ୟକ୍ତିଙ୍କର ସମାହାର, ଏବଂ ଐତିହାସିକ ଏବଂ ସାଂସ୍କୃତିକ ସ୍ଥଳ ମଧ୍ୟ ରହିଛି।

|ବିଶେଷତ୍ୱ|ପୁରୀ ବେଳାଭୂମି ମହୋତ୍ସବ ସମସ୍ତ ଦର୍ଶକ ଓ ପର୍ଯ୍ୟଟକମାନଙ୍କୁ ନିଜର ସାଂସ୍କୃତିକ ସଂଧ୍ୟା ଓ ବିଭିନ୍ନ କଳା ପ୍ରଦର୍ଶନୀଦ୍ୱାରା ମନ୍ତ୍ରମୁଗ୍ଢ କରିଥାଏ ।

ଏହି ରୋଗ ବିଷୟରେ ଏକ ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣ (autistic culture) ବିକଶିତ ହୋଇଛି; କେତେକ ରୋଗୀ ଆରୋଗ୍ୟ କାମନା କରୁଛନ୍ତି ଓ ଅନ୍ୟମାନେ ଏହାକୁ ରୋଗ ଭାବରେ ବିବେଚନା ନ‌କରି ଏକ ଭିନ୍ନତା ରୂପେ ବିବେଚନା କରିବାକୁ ଅଧିକାର ଆନ୍ଦୋଳନ (accepted as a difference and not treated as a disorder) କରୁଛନ୍ତି ।

ଏହାସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

|ମହାଶାଳ ପରିସରରେ ଥିବା ଅନେକ କୋଠାଗୁଡ଼ିକର ନାମ ଜାପାନର ମହତ୍ତ୍ବପୂର୍ଣ୍ଣ ସାଂସ୍କୃତିକ ସମ୍ପତ୍ତିର ସୂଚୀରେ ଲିପିବଦ୍ଧ ।

ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ଏବଂ ବିଭିନ୍ନ ଦେଶ ସହ ସୁସମ୍ପର୍କ ପ୍ରତିଷ୍ଠା କରିବା ଥିଲା ଏହି ସଙ୍ଗଠନର ମୂଖ୍ୟ ଉଦ୍ଦେଶ୍ୟ ।

accultural's Meaning in Other Sites