accolades Meaning in Odia (Oriya). ( accolades ଶବ୍ଦର ଓଡିଆ ଅର୍ଥ)
ପ୍ରଶଂସା,
Noun:
ପ୍ରଶଂସା,
People Also Search:
accommodableaccommodate
accommodated
accommodates
accommodating
accommodatingly
accommodation
accommodation bill
accommodation ladder
accommodations
accommodative
accommodator
accommodators
accompanied
accompanier
accolades తెలుగు అర్థానికి ఉదాహరణ:
ବହି ପଢ଼ି କମ୍ପ୍ୟୁଟର କୋଡ଼ିଂ ଜାଣିବାରେ ବିଫଳ ହୋଇଥିବା ସନ କୋଡ଼ିଂ ଶିଖିବାରେ ବିଭିନ୍ନ ଭିନ୍ନ ଭିନ୍ନ ଅଂଶ କିପରି କାମ କରନ୍ତି ତାହା ଶିଖିବାରେ ସହାୟତା ନିମନ୍ତେ ହ୍ୟାକବ୍ରାଇଟର ପ୍ରତିଷ୍ଠାତା ଖ୍ରୀଷ୍ଟିଆନ ଫର୍ଣ୍ଣାଡିଜଙ୍କ ପ୍ରଶଂସା କରିଥିଲେ ।
ସେ ଫ୍ୟାଶନ ଏବଂ ଚଳଚ୍ଚିତ୍ରରେ ଆକର୍ଷିତ ହୋଇଥିଲେ ଏବଂ କିଶୋର ଅବସ୍ଥାରେ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ସମାଲୋଚକଙ୍କ ପ୍ରଶଂସା ଲାଭ କରିଥିଲେ ।
| ମନ କି ବାତ |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ କି ବାତ କାର୍ଯ୍ୟକ୍ରମରେ ଯମୁନାଙ୍କ କାମକୁ ସ୍ୱୀକାର ଓ ପ୍ରଶଂସା କରିଥିଲେ ।
ମୁକ୍ତିଲାଭ କରିବା ପରେ ଏହି କଥାଚିତ୍ରଟି ସମୀକ୍ଷକମାନେ ପ୍ରଶଂସା କରିବା ସହ ଏହାର ନିର୍ଦ୍ଦେଶନା, ରଚନା, ଚିତ୍ରଗ୍ରହଣ ଏବଂ ଅଭିନେତାମାନଙ୍କର ଅଭିନୟ ପାଇଁ ସବୁଠାରୁ ପ୍ରଶଂସା ସାଉଁଣ୍ଟିଥିଲା ।
୨୦୦୭ ମସିହାର ଚଳଚ୍ଚିତ୍ର ଏ ମାଇଟି ହାର୍ଟ ଓ ୨୦୦୮ର ଚଳଚ୍ଚିତ୍ର ଚ୍ୟାଲେଞ୍ଜିଂ ପାଇଁ ଅଞ୍ଜେଲିନା ଜୋଲିକୁ ସମାଲୋଚନାତ୍ମକ ପ୍ରଶଂସା ମିଳିଥିଲା ଏବଂ ସେ ଏହି ଦୁଇଟି ଚଳଚ୍ଚିତ୍ର ପାଇଁ ଆକାଡେମି ଆୱାର୍ଡ଼ ପାଇଁ ମଧ୍ୟ ମନୋନୀତ ହୋଇଥିଲେ ।
| ଇଣ୍ଡିଆ.କମ୍ ଏହାକୁ ଭାବୁକ ଓ ରହସ୍ୟ କହିଥିବା ବେଳେ ଟୁଇଟରାତିମାନେ ଏହାକୁ ଖୁବ୍ ପ୍ରଶଂସା କରିଥିଲେ ।
ଜଗତନ ନାଥ ଜଗନ୍ନାଥଙ୍କ ବ୍ୟତୀତ ଅନ୍ୟ କାହାକୁ ପ୍ରଶଂସା କରୁଥିବା ଏକ ଗୀତ ଗାଇବାକୁ ଇଚ୍ଛୁକ ନଥିଲେ କୃଷ୍ଣ ଦାସ ।
'ସିନେମା ଭୋଜପୁରୀ' ନାମକ ଏକ ପୁସ୍ତକରେ ଲେଖକ ଅଭିଜିତ ଘୋଷ କଳ୍ପନାଙ୍କର ଅତି ପ୍ରଶଂସା କରିଛନ୍ତି ଭୋଜପୁରୀ ଚଳଚ୍ଚିତ୍ରକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ।
ସମ୍ମାନ ସ୍ୱରୂପ ଏକ ପ୍ରଶଂସାପତ୍ର ଏବଂ ପଦକ ପ୍ରଦାନ କରାଯାଏ ।
୧୯୪୯ରେ କୋଣାର୍କ ଉପରେ ଅାଧାରିତ ବ୍ଲାକ୍ ପାଗୋଡା ପାଇଁ ତାଙ୍କୁ ବହୁ ପ୍ରଶଂସା ମିଳିଥିଲା ।
ମହମ୍ମଦ ଆଲ୍ଲାଙ୍କ ପୈଗମ୍ବର (ପୃଥିବୀକୁ ପ୍ରେରୀତ ଦୂତ), ତେଣୁ ତାଙ୍କୁ ସମସ୍ତେ ପ୍ରଶଂସା କରିବା ଉଚିତ ।
accolades's Usage Examples:
The work won him accolades in Poland as one of the first German historians to offer an honest account of German–Polish relations.
Awards and accoladesIn 2013, the Sunday Times named the Foundation the International Baccalaureate (IB) School of the Year for the second time.
Her portrayal of a haughty, shrewish woman won her accolades and heralded her as a top actress of Kannada Cinema.
SynopsisKit was a master chef who once raked in many accolades as being the finest Chinese cook.
As Bugs accepts accolades from the crowd, Toro charges, catching the rabbit in the posterior and pushing him through a wall.
the LGBT-themed independent drama Moonlight (2016), which won numerous accolades, including the Academy Award for Best Picture.
She is the recipient of several accolades, including a Primetime Emmy Award and a Golden Globe Award.
] its soundtrack deserves the same accolades.
Her accolades include six ASCAP Songwriter awards, three American Music Award nominations, an MTV Video Music Award nod, four Billboard Music Awards and twelve #1 Billboard Dance Chart hits.
He has received several accolades, and is noted for his outspoken views and activism towards LGBT youth.
Broadly falling into the hyperlink cinema genre, the film was critically acclaimed, receiving several accolades.
Kath and KimIn the 2000s Turner has received accolades for her performance in Kath " Kim, an ABC (later Seven Network) comedy series which she created, wrote, produced and starred in with her longtime friend and collaborator, Gina Riley.
Synonyms:
crown, honorable mention, Emmy, palm, award, laurels, prize, varsity letter, honour, academic degree, aliyah, citation, seal, pennant, laurel wreath, cachet, seal of approval, honor, Academy Award, trophy, Oscar, degree, ribbon, medal, decoration, Nobel prize, mention, letter, Prix Goncourt, medallion, symbol, Prix de Rome, commendation,
Antonyms:
low, natural object, disapprobation, discouragement, disapproval,