acceptant Meaning in Odia (Oriya). ( acceptant ଶବ୍ଦର ଓଡିଆ ଅର୍ଥ)
ଗ୍ରହଣକାରୀ,
ସ୍ବେଚ୍ଛାକୃତ ଗ୍ରହଣ,
People Also Search:
acceptationacceptations
accepted
acceptedly
accepter
accepters
accepting
acceptive
acceptor
acceptor rna
acceptors
accepts
access
access code
access road
acceptant తెలుగు అర్థానికి ఉదాహరణ:
ପାରମ୍ପାରିକ ସଂସଦୀୟ ବ୍ୟବସ୍ଥାରେ କାର୍ଯ୍ୟନିର୍ବାହୀ ଶାଖାର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ହେଉଛି କ୍ୟାବିନେଟ୍।
ସମଗ୍ର ଭାରତର ପ୍ରତିନିଧିତ୍ୱ କରିବାକୁ ଦାବି ସତ୍ତ୍ୱେ କଂଗ୍ରେସ ସହରୀ ଅଭିଜାତ୍ୟଙ୍କ ସ୍ୱାର୍ଥରେ ସ୍ୱର ଉଠାଇଲା; ଅନ୍ୟ ସାମାଜିକ ତଥା ଅର୍ଥନୈତିକ ପୃଷ୍ଠଭୂମିରୁ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଅବହେଳିତ ରହିଲା।
ଆଉ ଏହି ଉତ୍ସବରେ କଟକର ପ୍ରସିଦ୍ଧ ଦହିବରା ଆଲୁଦମ୍ ବ୍ୟଞ୍ଜନଟି ଏତେ ମାତ୍ରାରେ ପ୍ରଚାର ପ୍ରସାର ହୁଏ ଅଂଶଗ୍ରହଣକାରୀଙ୍କ ମନରେ ପ୍ରତିୟମାନ ହୁଏ ଯେ, କେବଳ ଏଥିନିମନ୍ତେ ଉତ୍ସବଟି ଆୟୋଜିତ ହେଇଅଛି ।
୨୦୧୩ ମସିହାରେ ତାଙ୍କୁ ଓଡ଼ିଆ କଥାଚିତ୍ର ନଈ ସେପାରୀ କନକ ଗୋରୀ ପାଇଁ ୨୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ ପୁରସ୍କାର ମିଳିଥିଲା ।
ସେ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ସଙ୍ଗୀତଭିତ୍ତିକ ରିଆଲିଟି ସୋ ଇଣ୍ଡିଅାସର ଷ୍ଟାର ପ୍ରତିଯୋଗିତାର ଜଣେ ଅଂଶଗ୍ରହଣକାରୀ ଓ ଏଥିରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲେ ।
ପୂର୍ବରୁ ତତ୍-କ୍ଷଣାତ ବାର୍ତ୍ତାବାହ ଭଳି ବାର୍ତ୍ତା ପଠାଳୀ ଓ ବାର୍ତ୍ତା ଗ୍ରହଣକାରୀ ଦୁଇ ଜଣକୁ ଏକା ସମୟରେ ଅନଲାଇନ ରହିବାକୁ ପଡୁଥିଲା ।
ବଙ୍ଗଳା କମ୍ପାନୀ ନିଜକୁ ଭାରତୀୟ ବ୍ୟାପାରରେ ଏକ ପ୍ରମୁଖ ଅଂଶଗ୍ରହଣକାରୀ ଭାବରେ ପ୍ରତିଷ୍ଠିତ କଲା ଏବଂ କିଛି ବର୍ଷ ପରେ ୧୭୬୪ ମସିହାରେ ବକ୍ସର ଯୁଦ୍ଧ ଯୋଗୁଁ ବଙ୍ଗ, ବିହାର ଏବଂ ମେଦିନାପୁର ଅଂଶ ସମେତ ଓଡ଼ିଶାର କିଛି ଅଞ୍ଚଳ ଉପରେ ପ୍ରଶାସନିକ ଅଧିକାର ହାସଲ କଲା।
|ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟଦ୍ୱାରା ଅୟୋଜିତ ଏକ କାର୍ଯ୍ୟକ୍ରମରେ ରାଜଧାନୀନୂଆ ଦିଲ୍ଲୀର ରାଜପଥଠାରେ ୮୪ ଦେଶର ୩୫,୯୮୫ ଜଣ ଅଂଶଗ୍ରହଣକାରୀ ଭାଗନେଇ ଦୁଇଟି ଗିନିସ ବର୍ଲ୍ଡ ରେକର୍ଡ ସ୍ଥାପନ କରିଥିଲେ ।
ଏହା କୋକେନ, ଆମ୍ଫେଟାମିନ୍ ଓ ଓପିଅଏଡ୍ ବ୍ୟବହାରୀଙ୍କ ସଂଖ୍ୟା ସହିତ ସମାନ କିନ୍ତୁ ଗଞ୍ଜେଇ ଗ୍ରହଣକାରୀଙ୍କ ସଂଖ୍ୟାଠାରୁ କମ୍ ।
| ଅଂଶଗ୍ରହଣକାରୀ ଦେଶ ସମୂହ || ପ୍ରାଙ୍ଗଣ |ବର୍ତ୍ତମାନ ଚାଲିଥିବା ବିଶ୍ୱ କପ କବାଡି ଅହମଦାବାଦ ସ୍ଥିତ ନୂତନ ନିର୍ମିତ ଏକ ଆଭ୍ଯନ୍ତରୀଣ ଷ୍ଟାଡିୟମରେ ଚାଲିଛି ଯାହାକୁ 'ଆରେନା " ବୋଲି କୁହାଯାଇପାରେ ।
ଏହି ସିଣ୍ଡ୍ରୋମ ହେଲେ ଶର୍ଦ୍ଦି-ଭଳି ଲକ୍ଷଣ (flu-like symptoms), ନିଦ୍ରା ସମସ୍ୟା, ଅଇ, ଶାରୀରିକ ନିୟନ୍ତ୍ରଣ ଅଭାବ, ସ୍ନାୟୁ ଗ୍ରହଣକାରୀ ଶକ୍ତି ଅଭାବ ଓ ଉଦ୍ବେଗ ଇତ୍ୟାଦି ଲକ୍ଷଣ ଦେଖାଯାଏ ।
acceptant's Usage Examples:
Titian"s Ecce Homo (1570–1576) shows a masculine Christ who is calmly acceptant of his fate, and not subject to the humiliation suffered by the frail.
modeling, proof of concepts, safety factor of performance specifications and acceptant testing.
Meanwhile, Mahone finds the motel Mathewson was staying in and notices the acceptant calling Mathewson, and takes the number by force.
dénonce les déclarations du porte-parole de l"#OLS (#HTS) sur al-Jazeera, acceptant les négociations en cas de départ de Bachar.
coffrets en cuir rouge avec coins et fermoirs en cuivre doré ; Décret acceptant le legs ; Acte de décharge de legs ; Acte de consentement à exécution ;.
Government called "Government of Aleppo""] "Attendu que la France en acceptant le mandat sur la Syrie n"a poursuivi d"autre but que celui de permettre.
Surprisingly to her, the celebrities are all too acceptant of the fact, with the only exception being Michael Jackson.
In the R"B and Afrobeats-infused track "Lai Lai", Alade is acceptant of her love interest despite his humble account balance.
Abednedos are known for their ingenuity, and generally peaceful nature, being acceptant of other species.
wherein he finds public school students more politically tolerant and acceptant of religious pluralism.
The video features a woman who is acceptant of her vitiligo and another who overcomes the urge of overdosing.
Rosselló consolidated his leadership within the NPP, however, Eleuterio grew acceptant of the less Puerto Rican-centric view of the country Rosselló"s supporters.
cep- -cip- capt- -cept- take accept, acceptable, acceptance, acceptancy, acceptant, acceptation, accipient, anticipate, anticipation, anticipative, anticipatory.
Synonyms:
open, receptive, acceptive,
Antonyms:
unreceptive, seal, lock, bolt,