accelerated Meaning in Odia (Oriya). ( accelerated ଶବ୍ଦର ଓଡିଆ ଅର୍ଥ)
ତ୍ୱରିତ, ଶୀଘ୍ର,
Adjective:
ତ୍ୱରିତ, ଶୀଘ୍ର,
People Also Search:
acceleratesaccelerating
acceleration
acceleration unit
accelerations
accelerative
accelerator
accelerator factor
accelerator pedal
accelerators
acceleratory
accelerometer
accelerometers
accend
accending
accelerated తెలుగు అర్థానికి ఉదాహరణ:
|ବକେୟା ମାମଲାର ତ୍ୱରିତ ବିଚାର ନିମନ୍ତେ ସହାୟକ ହେବା ସହ ନ୍ୟାୟାଳୟରେ ଦୈନନ୍ଦିନ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ।
ଏହା ଉଭୟ ତ୍ୱରିତ ଓ ଦୀର୍ଘସ୍ଥାୟୀ ରୋଗ କରେଇ ପାରେ ।
ଫଳରେ ଉକ୍ତ ମାମଲାରେ ( ଲକ୍ଷ୍ମୀ ବନାମ ଭାରତ ସରକାର ) ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଏସିଡ ବିକ୍ରି ଉପରେ କଟକଣା ଜାରି କରିବା ସହ ଏଭଳି ମାମଲାର ତ୍ୱରିତ ଫଇସଲା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଥିଲେ ।
ଅଦାଲତଙ୍କ ଏହି ରାୟ ଫଳରେ ବିହାର କାରାଗାରରେ ବିଚାରାଧୀନ ଅନେକ ବନ୍ଦୀ ଜେଲରୁ ମୁକୁଳିବା ସହ ଅନେକ ମାମଲାର ତ୍ୱରିତ ଫୈସଲା ହୋଇଥିଲା ।
ଉକ୍ତ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଆଦେଶ ଜାରି କଲେ କି, ବିଚାରାଧୀନ ବନ୍ଦୀମାନେ ତ୍ୱରିତ ନ୍ୟାୟ ତଥା ଆଇନଗତ ସହାୟତା ପାଇବା ପାଇଁଁ ହକ୍ଦାର ଅଟନ୍ତି ।
| ଆଧାର |ଚିକିତ୍ସା ବିଜ୍ଞାନ ଲୋକ ଅଦାଲତ ହେଉଛି ମାମଲାର ତ୍ୱରିତ ସମାଧାନ ପାଇଁ ଭାରତୀୟ ନ୍ୟାୟୀକ ବ୍ୟବସ୍ଥାର ଏକ ବିକଳ୍ପ ପନ୍ଥା ।
| ଗ୍ରାମ ନ୍ୟାୟାଳୟ |ପିଡୀତ ବ୍ୟକ୍ତି ବିଶେଷଙ୍କୁ ତ୍ୱରିତ ନ୍ୟାୟପ୍ରଦାନ କ୍ଷେତ୍ରରେ ଆଉ ଏକ ଅଭିନବ ନ୍ୟାୟିକ ବ୍ୟବସ୍ଥା ଅନ୍ତର୍ଗତ ଗ୍ରାମ ନ୍ୟାୟାଳୟ ଅଧିନିୟମ, ୨୦୦୮ ଅନ୍ତର୍ଗତ ଗ୍ରାମ ନ୍ୟାୟାଳୟ ସବୁ ପ୍ରତିଷ୍ଠା ହୋଇଛି ।
୧୬ ଡିସେମ୍ବର ୨୦୧୨ରେ ଘଟିଥିବା ଏହି ଦୁଃଖଦ ଘଟଣାଟି ମିଡିଆର ହସ୍ତକ୍ଷେପ ଫଳରେ ତ୍ୱରିତ ଲୋକ ଲୋଚନକୁ ଆସିଥିଲା ।
|ଲକଡାଉନ ସମୟରେ ପୃଥକବାସରେ ଥିବା ବହୁସଂଖ୍ୟକ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଅନ୍ତତଃ ଦୁଇ ଲକ୍ଷ କରୋନା ନମୁନାର ତ୍ୱରିତ ପରୀକ୍ଷଣ (ରାପିଡ ଟେଷ୍ଟ) ପାଇଁ ଆବଶ୍ୟକୀୟ ପଦେକ୍ଷେପ ନେବା ପାଇଁ ସ୍ଥିର କରିଛନ୍ତି ।
| ସମ୍ମାନ ଓ ପୁରସ୍କାର |ମାହାରୀ ସମ୍ମାନ - ୧୯୯୬| ଆଧାର |ଜୀବିତ ବ୍ୟକ୍ତି|ପୁରୀ ଜିଲ୍ଲାର ଲୋକ|ଓଡ଼ିଶୀ ନୃତ୍ୟଶିଳ୍ପୀ ଓଡ୍ରାଫ ( ଓଡ଼ିଶା ତ୍ୱରିତ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବଳ En : Odisha Disaster Rapid Action Force ) ଓଡ଼ିଶାରେ ପ୍ରାକୃତିକ ଦୁର୍ବିପାକରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଗଠିତ ଏକ ସ୍ୱତନ୍ତ୍ର ଦଳ ।
| ଆଧାର |ଚିକିତ୍ସା ବିଜ୍ଞାନ ମୂର୍ଚ୍ଛା ( ବା ଅଚେତନ ବା ଚୈତନ୍ୟ ଲୋପ) ଶବ୍ଦର ସଂଜ୍ଞା: ସ୍ୱଳ୍ପ ସମୟ ନିମନ୍ତେ ଚେତନ ଓ ମାଂସପେଶୀ ଶକ୍ତିର ତ୍ୱରିତ ହାନୀ ହୁଏ, ଅଳ୍ପ ସମୟ ନିମନ୍ତେ ରହେ ଓ ସ୍ୱୟଂ ପୁନରୁଦ୍ଧାର ହୁଏ ।
ତାଲୁକ ସ୍ତରରେ, ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ ଏବାଂ ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ମାମଲାର ତ୍ୱରିତ ସମାଧାନ କରାଯାଇପାରୁଛି ।
| ପୃଷ୍ଠଭୂମି |ଭାରତୀୟ ଆଇନ ବ୍ୟବସ୍ଥାରେ ତ୍ୱରିତ ନ୍ୟାୟ କ୍ଷେତ୍ରରେ ସୁଧାର ଆଣିବା ତଥା ଆପୋଷ ସମାଧାନ ଜରିଆରେ ମାମଲାର ଫଇସଲା କରିବା ଦିଗରେ ଲୋକ ଅଦାଲତ, ମଧ୍ୟସ୍ଥତା ତଥା ମାଗଣା ଆଇନ ସେବା ଭଳି ଅନେକ ପଦକ୍ଷେପ ଅନେକ ଦିନରୁ ପ୍ରଚଳିତ ହୋଇଅଛି ।
accelerated's Usage Examples:
Henriette turned to the northwest and accelerated somewhat as it began to feel the influence of Hurricane Gil, then located only about 285"nbsp;mi (460"nbsp;km) to the southwest.
Squyres and Carr thus attributed the softened texture to accelerated viscous creep in shallow soils near the surface, and went on to associate this accelerated.
Walderslade was formerly a small rural village nestled in the valleys of the North Downs, however development accelerated with the expansion of towns in Medway after the First World War.
anthropologist Jeffrey McKee argued the new findings of accelerated evolution bear out predictions he made in a 2000 book The Riddled Chain.
Plano Collor initially succeeded, but after six months failed in its primary goal, as inflation accelerated again.
Recently, a ruling by the USGA and R"A to ban the sale of wedges with backspin-increasing 'square' grooves (but grandfathered certain existing designs) accelerated revenues from wedge sales as golfers rushed to acquire designs incorporating these grooves before the ban took effect.
lacked indoor plumbing, which accelerated the spread of diseases such as chigoes, cholera, and dysentery among the workers.
His view on the oscillation and "alternately accelerated and retardated" motion of the Earth"s rotation is.
In relativistic physics, the coordinates of a hyperbolically accelerated reference frame constitute an important and useful coordinate chart representing.
Ninth through twelfth grade Saginaw Township students are offered traditional, accelerated, and special needs education.
Bimetal pipelines|-| Electromagnetic pulse welding| ||| Tubes or sheets are accelerated by electromagnetic forces.
The protons or deuterons to be accelerated are made to move in circles of increasing radius.
Among other results, this work was the first to call attention to the risks that rising temperatures would lead to accelerated snowmelt and a shift to earlier runoff in mountainous areas, leading to increased winter flood risk and reduced spring and summer runoff.
Synonyms:
fast,
Antonyms:
gradual, slow,