abstainers Meaning in Odia (Oriya). ( abstainers ଶବ୍ଦର ଓଡିଆ ଅର୍ଥ)
ନିବୃତ୍ତ,
Noun:
ନିଶା ସେବକ,
People Also Search:
abstainingabstains
abstemious
abstemiously
abstemiousness
abstention
abstentions
abstentious
absterge
abstergent
abstersion
abstient
abstinence
abstinences
abstinency
abstainers తెలుగు అర్థానికి ఉదాహరణ:
ସତ୍ୟବାନ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ପିତାମାତାଙ୍କର ସେବା କରୁଥିଲେ।
୨୦୨୫ ସୁଦ୍ଧା ବିଶ୍ୱରେ ମଦ୍ୟପାନକାରୀଙ୍କ ସଂଖ୍ୟା ୧୦%କୁ ହ୍ରାସ କରିବା ନିମନ୍ତେ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ ଲାଗି ଏଭଳି କ୍ଷତିକାରକ ପାନୀୟଠାରୁ ନିବୃତ୍ତ ରହିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମ୍ପୃକ୍ତ ଦେଶଗୁଡିକୁ ପରାମର୍ଶ ଦେଇଛି ।
ବାଘଙ୍କ ସୁରକ୍ଷା ପାଇଁ ସେ ଆରମ୍ଭ କରିଥିବା କାର୍ଯ୍ୟରୁ ତାଙ୍କୁ ନିବୃତ୍ତ କରିବା କାହାରି ପାଇଁ ସମ୍ଭବପର ନଥିଲା ।
୨୯ ଅପ୍ରେଲ୍ ୧୯୮୯ରେ ସେ ଉଚ୍ଚ ନ୍ୟାୟାଳୟରୁ ନ୍ୟାୟାଧୀଶ ଭାବେ ଅବସର ନେଲେ, ମାତ୍ର ପୁଣିଥରେ ୬ ଅକ୍ଟୋବର ୧୯୮୯ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଷ ରୂପେ ନିଯୁକ୍ତ ହେଲେ ଓ ୨୯ ଅପ୍ରେଲ ୧୯୯୨ରେ ସେବା ନିବୃତ୍ତ ହେଲେ ।
ପ୍ରାଣାୟାମରୂପକ ରେଶମସୂତାର ସାହାଯ୍ୟରେ ଗୋଟିଏ ପରେ ଗୋଟିଏ ଶକ୍ତି ଆୟତ୍ତ କରି ଆମେ ଏକାଗ୍ରତାରୂପକ ରଜ୍ଜୁ ଧରି ସେହି ରଜ୍ଜୁ ସାହାଯ୍ୟରେ ଦେହ-କାରାଗାରରୁ ନିବୃତ୍ତି ପାଇବୁ - ପ୍ରକୃତ ମୁକ୍ତି ଲାଭ କରିବୁ ।
୧୯୫୯ ମସିହାରେ ସେ ସେବାନିବୃତ୍ତ ହୋଇଥିଲେ ।
ଆଶା କରିଥିଲେ ଏହାଦ୍ୱାରା ରାଜାଙ୍କ ସେବକ ମାନେ ନିବୃତ୍ତ ହେବେ, କିନ୍ତୁ ସେ ନିଷ୍ଠୁର ଲୋକଙ୍କ କୁରାଢୀ ଚୋଟରେ ଅମୃତା ଦେବୀଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଗଲା ।
ସେ ଗୋଲକୁଣ୍ଡା ଓ ବିଜାପୁର ଯଥାକ୍ରମେ ଆକ୍ରମଣ କରି ବିଜୟ ହାସଲ କରିବାକୁ ଯାଉଥିବା ବେଳେ ଶାହାଜାହାନଙ୍କ ଆଦେଶରେ ସେଥିରୁ ନିବୃତ୍ତ ହୋଇଥିବାରୁ କ୍ରୋଧଜର୍ଜରିତ ହୋଇଥିଲେ ।
|ଯୁଦ୍ଧର ତ୍ରୟୋଦଶ ଦିନରେ, ଦ୍ରୋଣାଚାର୍ଯ୍ୟଙ୍କ ଚକ୍ରବ୍ୟୁହ ଭେଦ କାଳରେ ଜୟଦ୍ରଥ ତାଙ୍କୁ ବାଧା ଦେଇ ଏଥିରୁ ନିବୃତ୍ତ କରିଥିଲେ ।
|୧. ଉଚିତ୍ ଦଣ୍ଡ ଦେଇ ଅପରାଧକୁ ଭବିଷ୍ୟତରେ ଅପରାଧରୁ ନିବୃତ୍ତ କରିବା ।
ପ୍ରସବପୂର୍ବ ସମୟଠାରୁ ରଜୋନିବୃତ୍ତି ପର୍ଯ୍ୟନ୍ତ ଡିମ୍ବାଶୟଦ୍ୱୟ ବିଭିନ୍ନ ସ୍ତର ଦେଇ ବିକଶିତ ହୋଇଥାଏ ।
ପାପୀ ବ୍ରାହ୍ମଣ ତାକୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା ସମୟରେ ସୁଶିଳା ନାମ୍ନୀ ତା’ର ସ୍ତ୍ରୀ ଆସି ସ୍ୱାମୀକୁ ସେ କାର୍ଯ୍ୟରୁ ନିବୃତ୍ତ କଲା ଓ ତୃଷାର୍ତ୍ତକୁ ଜଳଦାନ କଲା ।
abstainers's Usage Examples:
Manulife continued to offer abstainers rates into the 1920s.
issues have the highest rates of early death among the abstainers.
In 1901, Manulife amalgamated with the Temperance and General Life Assurance Company, a Toronto-based Canadian life insurer that provided preferred rates to abstainers of alcohol.
Some of these studies lumped former ethanol drinkers and life-long abstainers into a single group of nondrinkers, hiding the health benefits of life-long.
former ethanol drinkers and lifelong abstainers into a single group of nondrinkers, which hides the health benefits of lifelong abstention from ethanol.
Hence total abstainers have been called teetotalers.
Other groups of abstainers, such as those who do not drink because of family upbringing.
Building Society was formed in London in 1854 by non-conformists and abstainers.
former ethanol drinkers and life-long abstainers into a single group of nondrinkers, hiding the health benefits of life-long abstention from ethanol.
Welsh public houses on the first day of the week irritated Nonconformist abstainers.
life insurer that provided preferred rates to abstainers of alcohol.
Synonyms:
ascetic, puritan, religious person, stylite,
Antonyms:
acquaintance, good guy, introvert, fat person, drinker,