<< absenter absenting >>

absentia Meaning in Odia (Oriya). ( absentia ଶବ୍ଦର ଓଡିଆ ଅର୍ଥ)



ଅନୁପସ୍ଥିତ,

Noun:

ଅନୁପସ୍ଥିତିରେ |,

absentia తెలుగు అర్థానికి ఉదాహరణ:

ତାଙ୍କ ଅନୁପସ୍ଥିତିରେ ବିଚିତ୍ରାନନ୍ଦ ଦାସ ଏବଂ ତାଙ୍କର ଅନୁଗାମୀମାନେ ଧରଣୀଧରଙ୍କ ବିରୋଧରେ ଖଚମିଛ କହି, ମିଥ୍ୟା ଅଭିଯୋଗ କରି ରାଜାଙ୍କ ମନରେ ବିଷ ଭରିବାରେ ସଫଳ ହୋଇଥିଲେ ।

ଉଚ୍ଚ ରକ୍ତ ଶର୍କରା ସ୍ତର ଯୋଗୁ ବୃକ୍‌କରେ ଥିବା କ୍ଷୁଦ୍ର ରକ୍ତନଳୀ କ୍ଷତିଗ୍ରସ୍ତ ହୁଏ ଏବଂ ପୋଡୋସାଇଟ ଅକ୍ଷମତା ହୋଇଥାଏ | ଗ୍ଲୋମେରୁଲାର ଫିଲଟ୍ରେସନ ହାର କମ୍ ଓ ପରିସ୍ରାରେ ଆଲବୁମିନ ହ୍ରାସ ହେଉଥିଲେ ତ‌ଥା ଅନ୍ୟାନ୍ୟ ସମ୍ଭାବ୍ୟ ରୋଗର ଅନୁପସ୍ଥିତି ନିଶ୍ଚିତ କରିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ।

ଡବାବାଲାଙ୍କୁ କର୍ତ୍ତବ୍ୟ ସମୟରେ ନିଶା ସେବନ, ପରିଧାନରେ ତ୍ରୁଟି ବିଚ୍ୟୁତି କିମ୍ବା ଅନୁପସ୍ଥିତି ପାଇଁ ଜରିମାନା ଦେବାକୁ ପଡ଼େ ।

ମଳରେ ଏହାର ଅନୁପସ୍ଥିତି ; ଅଗ୍ନ୍ୟାଶୟ ଅକ୍ଷମତାର ପରିଚାୟକ ଅଟେ ।

ଏହି ଥଳିଗୁଡ଼ିକର ଭିତର ପାର୍ଶ୍ୱରେ ସାଇନୋଭିଆଲ ସ୍ତର ଥାଏ ଯେଉଁଥିରୁ ସାଇନୋଭିଆଲ ତରଳ ପଦାର୍ଥ ବାହାରି ଭିତର ପାର୍ଶ୍ୱ ଚିକ୍କଣ କରେ | ବର୍ସାଇଟିସ୍ ପ୍ରଭାବିତ ଅଞ୍ଚଳରେ ଚଳପ୍ରଚଳ ଅସୁବିଧା, ଦରଜ ଏବଂ ଯନ୍ତ୍ରଣା ହୋଇପାରେ | ଧୀରେ ଧୀରେ ଆରମ୍ଭ ହେଉଥିବା ବର୍ସାଇଟିସ୍ ରୋଗରେ ଯନ୍ତ୍ରଣା ଅନୁପସ୍ଥିତ ରହିପାରେ | ଏହି ରୋଗ ଜଟିଳ ହେଲେ ସେପ୍ଟିକ ବର୍ସାଇଟିସ୍ ହୋଇପାରେ ।

| ଆଧାର |ଚିକିତ୍ସା ବିଜ୍ଞାନ|Translated from MDWiki ଅଣଅବରୋହୀ ଟେଷ୍ଟିସ, (ଇଂରାଜୀ ଭାଷାରେ Undescended testis), ଅନ୍ୟ ନାମ କ୍ରିପ୍ଟୋର୍କିଡିଜିମ, ରୋଗରେ ଅତି କମ୍‌ରେ ଗୋଟିଏ ଟେଷ୍ଟିସ ମୁଷ୍କ‌କୋଷରେ ଅନୁପସ୍ଥିତ ଥାଏ ।

ତାଙ୍କର ଏକ ନାଟକ ବେଳେ ଜଣେ ପୁରୁଷ ଅଭିନେତାଙ୍କ ଅନୁପସ୍ଥିତିରେ କଙ୍ଗନା ତାଙ୍କର ମୂଳ ନାରୀ ଚରିତ୍ର ସ‌ହ ସେହି ପୁରୁଷ ଚରିତ୍ରରେ ମଧ୍ୟ ଅଭିନୟ କରିଥିଲେ ।

ନିଦ୍ରା ଅଭ୍ୟାସର ଇତିହାସ ଓ ଅନ୍ୟ କାରଣମାନଙ୍କର ଅନୁପସ୍ଥିତି ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ।

ଯେତେବେଳେ କକ୍ଟି ଭୁଇଁରେ ପଡ଼େ ନିର୍ଣ୍ଣେତା ,ସର୍ଭିସ୍ ବିଚାରକଙ୍କଦ୍ୱାରା ଭୁଲ୍ ନିଷ୍ପତି ଶୁଣାଯାଏ କିମ୍ବା ବିପରୀତ ଦଳ ଅନୁପସ୍ଥିତ ଥା'ନ୍ତି, ସେତେବେଳେ ଖେଳକୁ ସ୍ଥଗିତ ରଖାଯାଏ ।

|ଶୁକ୍ରାଚାର୍ଯ୍ୟଙ୍କ ମତରେ ରାଜ୍ୟ ପରିଚାଳନା ହିଁ ଏକମାତ୍ର ଆବଶ୍ୟକୀୟ ଜ୍ଞାନ, କାରଣ ଏହି ଜ୍ଞାନର ଅନୁପସ୍ଥିତିରେ ଅନ୍ୟ ଜ୍ଞାନ ବା ବିଜ୍ଞାନ ଜନ୍ମ ବା ବିକାଶ ଲାଭ କରିପାରିବ ନାହିଁ ।

ଉଚ୍ଚ ସ୍ତରର ଟ୍ରାଇଗ୍ଲାଇସେରାଇଡ୍ ଆଥେରୋସ୍କ୍ଲେରୋସିସ୍ ସହିତ ଜଡ଼ିତ, ଯାହାହାଇପରକୋଲେଷ୍ଟେରୋମିଆ (ଉଚ୍ଚ କୋଲେଷ୍ଟ୍ରୋଲ୍ ସ୍ତର) ର ଅନୁପସ୍ଥିତିରେ ଥାଇପାରେ ଏବଂ ହୃଦ୍ ରୋଗ ହେବାର ସମ୍ଭାବାନ ଅଧିକ ଥାଏ ।

ପୂର୍ବରୁ ଏହି ମିଶଣ୍ରକୁ ବିରୋଧ କରୁଥିବା ମାନ୍ଦ୍ରାଜ ଗଭର୍ଣ୍ଣର ଆମ୍ପଥିଲ୍ ଏହି ସମୟରେ କର୍ଜ୍ଜନଙ୍କ ଅନୁପସ୍ଥିତିରେ କାର୍ଯ୍ୟନିର୍ବାହୀ ବଡ଼ଲାଟ ଭାବେ ନିଯୁକ୍ତ ପାଇବାରୁ ଉଭୟ ମିଶି ଗଞ୍ଜାମ ସମେତ ମାନ୍ଦ୍ରାଜ ଅଧିନସ୍ଥ ସମସ୍ତ ଓଡ଼ିଆଅଞ୍ଚଳ ଓଡ଼ିଶାରେ ମିଶ୍ରଣ ପ୍ରସ୍ତାବକୁ ତୀବ୍ର ବିରୋଧ କଲେ ।

absentia's Usage Examples:

He was twice condemned to death in absentia.


Some rulers are ruled to have abdicated in absentia, vacating the physical throne and thus their position of power.


Ayele Chamesso was elected party Chairman and the former Chairman Temesgen Zewde was elected Deputy Chairman in absentia, while Sasahulh Kebede became Secretary General.


without attending the graduation ceremony, then it is called graduation in absentia.


The other eleven were tried and convicted in absentia in Gospić.


learning that he had been tried in absentia and condemned to death as a public enemy.


Since living with a foreigner was then a military offence in Turkey, Orga, having resigned his commission in early 1947, eventually fled the country for the UK, arriving in London just before the Christmas of that year (in absentia, he was convicted and fined in an Ankara court in September 1949).


In 1784 John Wesley remedied the situation by himself ordaining Francis Asbury in absentia and Thomas Coke, appointing them joint superintendents of the work in the new United States.


The accession of George Terter I to the throne in 1280 did not alter matters, but in 1281 Theodore Svetoslav was betrothed (in absentia) to a daughter of the sebastokratōr John I Doukas of Thessaly, as part of a diplomatic alliance.


On June 10, Hornstine, through her lawyer, Edwin Jacobs, informed the school that she would not attend graduation, which was held on June 19, and requested her valedictorian award be made in absentia, saying the hostile environment at the school has traumatized Blair both physically and emotionally.


person or in absentia) – and that he had been physically given his official testamur bearing the University"s seal – at a formal graduation ceremony.


In 1984, Flynn"s mother had him declared dead in absentia.


Conviction in ItalyIn December 2013, Nasr was convicted in absentia of terrorism by an Italian court for offenses before his abduction.



absentia's Meaning in Other Sites