<< abruptions abruptness >>

abruptly Meaning in Odia (Oriya). ( abruptly ଶବ୍ଦର ଓଡିଆ ଅର୍ଥ)



ହଠାତ୍, ଦ୍ରୁତ,

Adverb:

ଆକଷ୍ମାତ ଭାବେ, ହଠାତ୍,

People Also Search:

abruptness
abruptnesses
abrus
abscess
abscessed
abscesses
abscind
abscinding
abscinds
abscise
abscised
abscises
abscising
absciss
abscissa

abruptly తెలుగు అర్థానికి ఉదాహరణ:

ସେତିକିବେଳେ ହଠାତ୍ ପ୍ରତ୍ୟକ୍ଷ ଦେଖିଲା ଭଳି ଦେଖିଲେ, ଜଗନ୍ନାଥ ନିଜେ ତାଙ୍କ ପାଖରେ ଉପସ୍ଥିତ ହୋଇ ବ୍ରଜ ଗମ୍ଭୀରବାଣୀରେ କହୁଛନ୍ତି, ଆରେ ... ତୁମେ କ'ଣ ଜାଣିନାହଁ ମୁଁ ଇଚ୍ଛାମୟ, ଭକ୍ତର ଇଚ୍ଛାକୁ ମୁଁ ନିଜ ଇଚ୍ଛା ଭଳି ଗ୍ରହଣ କରିଥାଏ ।

ହଠାତ୍ ଦିନେ ତାଙ୍କ ଆଖି ଇନ୍ଦ୍ରଙ୍କ ସାଧ୍ୱୀ ପତ୍ନୀ ଶଚୀଙ୍କ ଉପରେ ପଡିଗଲା ।

ଭୂପୃଷ୍ଠରୁ ୧୦୦ କି.ମି. ମଧ୍ୟରେ ଅମ୍ଳଜାନ ପରମାଣୁର ଘନତା ଅତି କମ୍ ହୋଇଯାଉଥିବାରୁ ଏହି ଜ୍ୟୋତିର ପରଦା ତଳପଟକୁ ହଠାତ୍ ଫିକା ପଡ଼ିଯାଏ ।

ପଶ୍ଚାତ ଜୀବନରେ ଆରମ୍ଭ ହେଉଥିବା ରୋଗ ହଠାତ୍ ଆରମ୍ଭ ହୁଏ କିନ୍ତୁ ଅତି ଖରାପ ହୁଏ ନାହିଁ ।

ଏଥିରେ କୌଣସି ଆଘାତ ସମ୍ବନ୍ଧୀୟ କାରଣ, ରକ୍ତ ପତଳାକାରୀ, ଆନିୟୁରିଜମ, ମସ୍ତିଷ୍କ ଅର୍ବୁଦ, ଲମ୍ବର ପଙ୍କଚର ଏବଂ ସ୍ୱତଃପ୍ରବୃତ୍ତ ଅନ୍ତର୍ଭୁକ୍ତ ହୁଏ ନାହିଁ | ମଦ୍ୟପାନ ଏକ ବିପଦ କାରକ ଅଟେ | ସାଧାରଣତଃ ସିଟି ସ୍କାନ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ | |ରକ୍ତସ୍ରାବ ହଠାତ୍ ଆରମ୍ଭ ହୋଇ ଆକାରରେ ବଡ଼ ଧରଣର ହେଲେ ଅସ୍ତ୍ରୋପଚାର କରାଯାଏ | ଅସ୍ତ୍ରୋପଚାରରେ ଏକ କ୍ରାନିଓଟୋମି କିମ୍ବା ବର ହୋଲ କରାଯାଏ ।

ଏହା ଧୀରେ ବା ହଠାତ୍ ଆରମ୍ଭ ହୋଇପାରେ ।

ହଠାତ୍ ଅଣନିଶ୍ୱାସୀ ଲକ୍ଷଣ ଆରମ୍ଭ ହୋଇ ଦୃତ ଗତିରେ ପଲମୋନାରୀ ଇଡିମା (pulmonary edema) ହୋଇଯାଏ; ଅଧିକାଂଶ ସମୟରେ ମେକାନିକାଲ ଭେଣ୍ଟିଲାସନ ଓ ମୂତ୍ର ବର୍ଦ୍ଧକ ଔଷଧ (ଡାଇୟୁରେଟିକ) ଦେବା ସତ୍ତ୍ୱେ ଏହା ଘାତକ ହୋଇ ମୃତ୍ୟୁ ହୁଏ ।

|ଇନଫେକ୍ଟିଭ ଏଣ୍ଡୋକାର୍ଡ଼ାଇଟିସ୍ କିମ୍ବା ହୃଦ୍‌ଘାତ ଯୋଗୁ ପାପିଲାରି ମାଂସପେଶୀ ଫାଟିବା ହେତୁ, ଆଘାତ କିମ୍ବା ମାର୍ଫାନ୍ ସିଣ୍ଡ୍ରୋମ ଯୋଗୁଁ ହଠାତ୍ ଏହି ରୋଗ ଆରମ୍ଭ ହୋଇପାରେ | ଡିଜେନେରେଟିଭ ପରିବର୍ତ୍ତନ, ମାଇଟ୍ରାଲ ଭଲ୍‌ଭ ପ୍ରୋଲାପ୍ସ, ରିଉମାଟିକ ହୃଦ୍‌ରୋଗ, ସଂକ୍ରାମକ ଏଣ୍ଡୋକାର୍ଡ଼ାଇଟିସ, କାର୍ଡ଼ିଓପାୟୋପାଥି, ହୃଦ୍‌ପାତ, କିମ୍ବା ଆଟ୍ରିଆଲ ଫିବ୍ରିଲେସନ ଯୋଗୁ ଏହି ରୋଗ ଧୀରେ ଧୀରେ ଆରମ୍ଭ ହୁଏ ।

ତୀବ୍ର ରୋଗରେ ସାଧାରଣତଃ ଏକପାଖିଆ ଯନ୍ତ୍ରଣା, ଜ୍ୱର ଏବଂ ଫୁଲା ହଠାତ୍ ଆରମ୍ଭ ହୁଏ ।

ସାଧାରଣତଃ ଏହା ହଠାତ୍ ହୁଏ ।

ସେତିକିବେଳେ ସେ ହଠାତ୍ ଟାଇଫଏଡରେ ଆକ୍ରାନ୍ତ ହୋଇପଡିଥିଲେ ଓ ସେଥିପାଇଁ ତାଙ୍କୁ ଏକାଧିକ ମାସ ଘରେ ରହିବାକୁ ପଡ଼ିଥିଲା ।

ଏ ଧରଣର ରୋଗୀଙ୍କର ହଠାତ୍ ହୃତ୍‌ପିଣ୍ଡ ଜନିତ (sudden cardiac death) ମୃତ୍ୟୁ ହୁଏ ।

abruptly's Usage Examples:

clay has resulted in the relatively coarse-textured, light-coloured surface soil abruptly overlying finer textured subsoil; impeded downward percolation.


The book ends abruptly after a discussion of the Nagpur session of the Congress in 1915.


thing builds to a massive chorus before ending abruptly with Jim Bob throatily yelling ".


However, soon after completing his final music school exam, he abruptly decided he no longer wanted to bother with violin.


With no solution to these problems in sight, he abruptly leaves home without telling anyone.


There had been speculation about the real ending of this cartoon, as the version shown on television ends abruptly after the rabbits appear following the hunter threatening to beat up the wacky rabbit and his entire family.


castle koppie or kopje, is a large, free-standing rock outcrop that rises abruptly from the surrounding smooth and gentle slopes of a rounded hill summit.


Gusana was defined as land planarians with a broad, leaf-like body that tapers very abruptly anteriorly.


However, the station's owners decided to abruptly change the station's format to CHR that October.


As he bent down to pick up the child, it abruptly disappeared.


The scene changes abruptly to the breakfast-saloon, in which the Professor is explaining his plunge-bath invention to the Sub-Warden, his wife, her son, the Chancellor, Warden, Sylvie, and Bruno.


scene abruptly changes to the backyard, with the four fully recovered and ineptly trying to start a garden.


The pistil abruptly narrows at the throat.



Synonyms:

suddenly, short, dead,

Antonyms:

active, live, living, alive,

abruptly's Meaning in Other Sites