<< aborting abortional >>

abortion Meaning in Odia (Oriya). ( abortion ଶବ୍ଦର ଓଡିଆ ଅର୍ଥ)



ଗର୍ଭପାତ, (ସାଙ୍କେତିକ ଭାବରେ) ବିଫଳ ଯୋଜନା, ପ୍ରୟାସ ଇତ୍ୟାଦି,

Noun:

ବିଫଳତା, ଗର୍ଭପାତ,

People Also Search:

abortional
abortionist
abortionists
abortions
abortive
abortively
aborts
abos
abought
aboulia
abound
abound in
abounded
abounding
abounds

abortion తెలుగు అర్థానికి ఉదాహరణ:

|| ଆୟୁର୍ବେଦ ମତରେ ଗୁଣ ଏବଂ ବ୍ୟବହାର || ଦୋଷକର୍ମ |ଉଷ୍ଣ ବୀର୍ଯ୍ୟ ,କଫ ବାତ ଶାମକ|ସଂସ୍ଥାନିକ କର୍ମ –ବାହ୍ୟ – ଏହାର ଲେପ ରକ୍ତୋତ୍କ୍ଳେଶକ ,କ୍ଷୋଭକ,କୃମିଘ୍ନ ତଥା ଗର୍ଭପାତନ କରାଏ ।

ଗର୍ଭନିରୋଧକ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରାଇଲେ ଅସୁରକ୍ଷିତ ଗର୍ଭପାତଜନିତ ସମସ୍ୟା ହ୍ରାସ ପାଇବା ସମ୍ଭବପର ।

ଏହା ଅନୁସାରେ ପ୍ରସବପର ରକ୍ତସ୍ରାବ, ଅସୁରକ୍ଷିତ ଗର୍ଭପାତରୁ ଉପୁଜୁଥିବା ସ୍ୱାସ୍ଥ୍ୟ ସମସ୍ୟା, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପଜନିତ ସମସ୍ୟା, ପ୍ରସବପର ସଂକ୍ରମଣ ଓ ପ୍ରସବ ସମୟରେ ବିଘ୍ନ ମାତୃ ମୃତ୍ୟୁର ସାମାନ୍ୟ କାରଣ ଓ ଏଥିରେ ଏମାନଙ୍କ ଶ୍ରେୟ ଯଥାକ୍ରମେ ୧୫%, ୧୫%, ୧୦%, ୮% ଓ ୬% ।

ଏହା ଅତି ମାତ୍ରାରେ ଗର୍ଭପାତ କରାଏ ।

| ଗର୍ଭପାତ |ଗର୍ଭ ନିରୋଧକ ବ୍ୟବହାର ନ କରିଥିବା ଯୋଗୁ ବା ଏହା କାମ ନ କରିଥିବା ଯୋଗୁ ଓ ଧର୍ଷଣ ଯୋଗୁ ଅନିଚ୍ଛାକୃତ ଗର୍ଭ ଧାରଣ ହୁଏ ।

ଅଧିକାଂଶତଃ ଏହି ଗର୍ଭ ଉପନିଷଦର ମୁଖ୍ୟ କଥାଟିକୁ ବ୍ୟାଖ୍ୟା ନକରାଜି ଅନ୍ଧ ଭାବରେ ଗର୍ଭପାତ ପାପ ବୋଲି କୁହାଯାଇଥାଏ ।

ଅଧିକାଂଶ ଗର୍ଭପାତ ୧୨ ସପ୍ତାହ ଗର୍ଭ ପୂର୍ବରୁ ହୁଏ ।

| ଆଧାର |ସ୍ୱାସ୍ଥ୍ୟ|ମହିଳା ସ୍ୱାସ୍ଥ୍ୟ ସାନିଟାରି ନ୍ୟାପ୍‌କିନ୍, ସାନିଟାରି ଟାୱେଲ୍‌, ସାନିଟାରି ପ୍ୟାଡ୍‌ ବା ମେନ୍‌ଷ୍ଟ୍ରୁଆଲ୍‌ ପ୍ୟାଡ୍‌ ବା ପ୍ୟାଡ୍ ଋତୁସ୍ରାବ, ଗଭର୍ପାତ ପରେ ହେଉଥିବା ରକ୍ତସ୍ରାବ ପରେ, ସ୍ତ୍ରୀରୋଗ ଅସ୍ତ୍ରୋପଚାରରୁ ସୁସ୍ଥ ହେବା ସମୟରେ, ଗର୍ଭସ୍ରାବ ବା ଗର୍ଭପାତ ପରେ ବା ଯୋନିରୁ ରକ୍ତ ଶୋଷଣ ପାଇଁ ଅନ୍ୟ ସମୟରେ ଅନ୍ତବସ୍ତ୍ର ଭିତରେ ମହିଳାମାନେ ପିନ୍ଧୁଥିବା ଏକ ଶୋଷଣକାରୀ ବସ୍ତୁ ।

ଗର୍ଭପାତ ନିମନ୍ତେ ଏହା ସ‌ହିତ ମିଫେପ୍ରିସ୍ଟୋନ ବା ମେଥୋଟ୍ରେକ୍‌ସେଟ ଦିଆଯାଏ ।

ଏହି ସଂସ୍ଥାର ବକ୍ତବ୍ୟ ଅନୁସାରେ ଗର୍ଭନିରୋଧକ ନ ପାଇଥିବା ସମସ୍ତ ମହିଳା ଯଦି ଆଧୁନିକ ଉପାୟ ଅବଲମ୍ବନ କରିଥାଆନ୍ତେ, ତେବେ ୨୪ ନିୟୁତ ଗର୍ଭପାତ (୧୪ ନିୟୁତ ଅଣସୁରକ୍ଷିତ) , ୬ ନିୟୁତ ମିସକ୍ୟାରେଜ, ୭୦,୦୦୦ ମାତୃ ମୃତ୍ୟୁ ଓ ୫୦୦,୦୦୦ ଘଟଣାକୁ ପ୍ରତିରୋଗ କରିପାରିଥାଆନ୍ତେ ।

|ଗର୍ଭପାତ||ଗର୍ଭପାତ ଏକ ପଦ୍ଧତି ଯାହାଦ୍ୱାରା ବର୍ଭସ୍ଥ ଶିଶୁ ବା (ଫିଟସ୍)କୁ ଓ ଭୃଣକୁ ତାର ନିଜସ୍ୱ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ଗର୍ଭଚ୍ୟୁତ କରାଯାଏ ।

|ଗର୍ଭପାତ ଗୁଣ(Abortifacient): ଏହାର ବୀଜ ତୈଳ ଏବଂ ଚେରରେ ଗର୍ଭପାତ ଏବଂ ସ୍ୱତଃ ଗର୍ଭସ୍ରାବ କରାଇବାର କ୍ଷମତା ଥାଏ ।

କିନ୍ତୁ ଜନ୍ମ ନିରୋଧ ଓ ପରିବାର ନିୟୋଜନ କଲେ ଗର୍ଭପାତ ସଙ୍କଟ କମିଯାଏ ।

abortion's Usage Examples:

She has earned high ratings from interest groups such as NARAL Pro-Choice America and Planned Parenthood for her votes against legislation that sought to place restrictions on abortion rights, including the No Taxpayer Funding for Abortion Act of 2011, which would have prohibited federal funds from being used to cover abortions.


Disability and feminist activists warn against the eugenic possibilities of disability-selective abortions for the disabled community.


LifeSiteNews is a Canadian far-right anti-abortion advocacy and news publication.


kill an abortionist or attack a slaughterhouse, which makes that person a violent person.


In the latter, Pascal abstains himself from discussing the most scandalous Jesuit propositions, legitimizing tyrannicides and abortions.


only legal if the abortion will save the woman"s life or if the pregnancy gravely endangers the woman"s physical or mental health.


She had very few patients, a situation she attributed to the stigma of women doctors as abortionists.


He advocated sterilization and abortions of the unfit.


Upon knowing her pregnancy, Natalie's father's plan was for her to get an abortion, and send her to the United States to continue with her education, which Natalie aggressively objected, and she scolded her father for always making decisions for her.


It is a method of abortion as well as a common procedure used after miscarriage to remove all pregnancy tissue.


criminal offenses, and the person who performs the abortion as well as the pregnant woman face up to three years of imprisonment.


From their minority position, anti-abortion feminists said that mainstream feminists did not speak for all women.


range from abortion being freely available on request, to regulation or restrictions of various kinds, to outright prohibition in all circumstances.



Synonyms:

miscarriage, stillbirth, induced abortion, spontaneous abortion, termination, ending, conclusion,

Antonyms:

activation, continuance, continuation, monetization, live birth,

abortion's Meaning in Other Sites