<< able to work abled >>

ablebodied Meaning in Odia (Oriya). ( ablebodied ଶବ୍ଦର ଓଡିଆ ଅର୍ଥ)



ସକ୍ଷମ,

ଶାରୀରିକ ସାମର୍ଥ୍ୟ |,

People Also Search:

abled
ablend
abler
ables
ablest
ablet
abling
ablins
abloom
ablow
ablush
ablution
ablutionary
ablutions
ably

ablebodied తెలుగు అర్థానికి ఉదాహరణ:

ଏହି ଅପରେସନ୍ ସମୟରେ ଭାରତୀୟ ନୌସେନା ପାକିସ୍ତାନ ସେନାର ୩ଟି ଜାହାଜକୁ ନଷ୍ଟ କରିବାକୁ ସକ୍ଷମ ହୋଇଥିଲେ ।

ଏହି ଖାଦ୍ୟ ହେଲିକୋବ୍ୟାକ୍ଟ୍ରର ପାଲୋରିଦ୍ୱାରା କିଛି ଯୌଗିକ ପଦାର୍ଥରେ ପରିବର୍ତ୍ତିତ ହୁଏ, ଯାହା କର୍କଟ ସୃଷ୍ଟି କରିବାରେ ସକ୍ଷମ ହୁଏ ।

ତାଙ୍କ କୋଚିଂରେ ଦେବାଶିଷ ଦାସ, ଅନ୍ୱେଷ ଉପାଧ୍ୟାୟ, ସ୍ୱୟମ୍ସ ମିଶ୍ର, କିରଣ ମନିଷା ମହାନ୍ତି ଓ ପଦ୍ମିନୀ ରାଉତ|ଏକ ଏକ ଭିନ୍ନ ସୋପାନରେ ପହଞ୍ଚିବାରେ ସକ୍ଷମ ହେଇଛନ୍ତି ।

ଯଦିଓ ସସସ୍ତ କୋଷ କୋଲେଷ୍ଟ୍ରଲ ସୃଷ୍ଟି ପାଇଁ ସକ୍ଷମ ବେଳେବେଳେ କେତେକ କୋଷ ବାହ୍ୟ ସହାୟତା ଆବଶ୍ୟକ କରିଥାଆନ୍ତି।

ଅଧିକାଂଶ ସରୀସୃପ, ମାଛ, ସନ୍ଧିପଦ, ଉଭୟଚର, କୀଟ ପତଙ୍ଗ ଓ ପକ୍ଷୀମାନଙ୍କ ଅଣ୍ଡା ପ୍ରକୃତରେ ଏକ ଯୁଗ୍ମଜ ଅଟେ, ଯାହାକି ଡିମ୍ବାଣୁର ସମାୟନ (fertilization of Ovum) ଫଳରେ ସୃଷ୍ଟି ହେଇଥାଏ ; ଯାହାକି ପରେ ଶରୀର ଭିତରୁ ବାହାରି ଆସି ବଢିବାକୁ ଲାଗେ, ଯେଉଁ ପର୍ଯ୍ୟନ୍ତ ଯୁଗ୍ମଜଟି ନିଜେ ବଞ୍ଚିବା ପାଇଁ ସକ୍ଷମ ହୋଇନାହିଁ ।

ଏହି ସମୟରେ କ୍ୟାସିନି ରିଆର ଅନେକ ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ ହୋଇଥିଲା ।

ଏହା ହେଲେ ଭାରତୀୟ ନୌସେନା ବର୍ତ୍ତମାନ ବୋଇଙ୍ଗ P8i ଆକାଶରୁ ନିରୀକ୍ଷଣ କରିପାରୁଥିବା ଓ ସବ ମାରାଇନ ସକ୍ଷମ ବିମାନ ବ୍ୟବହାର କରିପାରିବ ।

ଇତିମଧ୍ୟରେ ସୁଖଦେବ ଖସିପଳେଇବାକୁ ସକ୍ଷମ ହୋଇଥିଲେ ।

ଏହାପରେ, ଭାଷାବିତ ଜେମ୍ସ ପ୍ରିନସେପ ଏହାକୁ ପଢ଼ିବା ତଥା ବିଶ୍ଳେଷଣ କରିବାରେ ସକ୍ଷମ ହୋଇଥିଲେ।

ରାଉରକେଲା ପକ୍ଷରୁ ଧାର୍ଯ୍ୟ ୧୧୩ ରନର ବିଜୟ ଲକ୍ଷ୍ୟର ପିଛାକରି କଟକ ୫ ଉଇକେଟ ବିନିମୟରେ ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା ।

| ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ପାଳି (୨୦୦୧-୨୦୦୪) |ସଂସଦୀୟ ସାଧାରଣ ନିର୍ବାଚନରେ ୨୦୦୧ରେ ମିଳିତ ଜାତୀୟ ସାମ୍ମୁଖ୍ୟ (UNF), ରାନିଲ ବିକ୍ରମସିଙ୍ଘେଙ୍କ ନେତୃତ୍ୱରେ ୧୦୯ଟି ଆସନ ଜିତିଥିଲା ଏବଂ Peoples Alliance(PA) ଦଳ ମାତ୍ର ୭୭ଟି ଆସନ ପାଇବାରେ ସକ୍ଷମ ହୋଇଥିଲା ।

ଫ୍ରେସ୍ନେଲ୍‍ଙ୍କ ଏହି ଆବିଷ୍କାର ବତିଘର ଆଲୋକର ଉଜ୍ଜ୍ୱଳତା ୪ ଗୁଣ ପର୍ଯ୍ୟନ୍ତ ବଢ଼ାଇବାରେ ସକ୍ଷମ ହୋଇଥିଲା ।

ablebodied's Usage Examples:

In these early years, he also joined tugboats as an ablebodied seaman during summers on Astoria to Alaska trips which fostered his independence.


disputed whether this force was an actual military force or the number of ablebodied men within the kingdom.


All ablebodied Armenian men of Van rose with weapons and protected the civilians from.


up, due to her kind nature), the two handicapped kids turn out to be ablebodied, and a local ROTC cadet is a hippie.



ablebodied's Meaning in Other Sites