<< a battery a bomb >>

a bit Meaning in Odia (Oriya). ( a bit ଶବ୍ଦର ଓଡିଆ ଅର୍ଥ)



କିଛି ମାତ୍ରା, ଟିକିଏ, କିଛି, ଅଲ୍ପ ଟିକିଏ,

Adverb:

ଟିକିଏ, କିଛି, ଅଲ୍ପ ଟିକିଏ,

a bit తెలుగు అర్థానికి ఉదాహరణ:

ଅନେକ ସମୟ ଧରି ଅବହେଳିତ ଏହି ଦୁର୍ଗ ୨୦୧୨ ମସିହା ପରଠାରୁ କିଛି ମାତ୍ରାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ପଶ୍ଚିମ ପଟର ଦ୍ୱାର କିଛି ମାତ୍ରାରେ ଭଲ ଅବସ୍ଥାରେ ରହିଥିବା ବେଳେ ଦକ୍ଷିଣ ପଟର ଦ୍ୱାର କୃଷିକ୍ଷେତ୍ର ମାଡ଼ିଯିବା ଯୋଗୁଁ କିଛି ମାତ୍ରାରେ ନଷ୍ଟ ହୋଇଯାଇଛି ।

|ଭାରତୀୟ ଓ ଦକ୍ଷିଣ-ପୂର୍ବ ଏସୀୟ ଉପପ୍ରଜାତିଙ୍କ ମଧ୍ୟରେ ଥିବା ଦୃଶ୍ୟମାନ ତଫାତ୍ ଯୋଗୁଁ ବୋସ୍ ଗୌରସ୍ ଗୌରସ୍ ଓ ବୋସ୍ ଗୌରସ୍ ଲାଓସିଏଂସିସ୍ ବର୍ଗୀକରଣ କିଛି ମାତ୍ରାରେ ଗୃହୀତ ହୋଇଛି ଓ ଏହି ସମ୍ପର୍କରେ ଅଧିକ ଗବେଷଣା ଚାଲିଛି ।

ଶ୍ରବଣ ଶକ୍ତି କିଛି ମାତ୍ରାରେ ଫେରି ଆସିପାରେ ।

ପରସ୍ପର ସହିତ ଲାଗି ରହିଥିବା ମୁଦୁମଲାଇ-ନାଗାରହୋଳେ-ୱାୟନାଡ଼୍ ଏହି ତିନି ଅଭୟାରଣ୍ୟକୁ ମିଶାଇ ଦେଖିଲେ ଏଠାରେ ବାଘଙ୍କ ଘନତା ଭାରତର ଅନ୍ୟ ସବୁ ସ୍ଥାନ ଅପେକ୍ଷା ଅଧିକ ଓ ମୁଦୁମଲାଇ ଜଙ୍ଗଲ କିଛି ମାତ୍ରାରେ ଏହି ଶ୍ରେୟର ଭାଗୀଦାର ।

ଏହି ଅଞ୍ଚଳରେ ଜୀବ ଓ ପକ୍ଷୀଙ୍କୁ ହତ୍ୟା ନ କରିବା ପାଇଁ ଧାର୍ମିକ ପ୍ରଥା ରହିଥିବାରୁ ଏଠାକାର ଜୀବଜନ୍ତୁ କିଛି ମାତ୍ରାରେ ସଂରକ୍ଷିତ ରହିଛନ୍ତି ।

ଏମାନଙ୍କ ପ୍ରକୃତିରେ ରହିଥିବା ପାର୍ଥକ୍ୟ କିଛି ମାତ୍ରାରେ ବୁଝିହେବ କିନ୍ତୁ ତଥାପି ଗୋଟିଏ ଅଞ୍ଚଳର ଆଗ୍ନେୟଗିରି ଓ ଆଖପାଖର ଆଗ୍ନେୟଗିରିମାନଙ୍କ ମଧ୍ୟରେ ଯଥେଷ୍ଟ ତଫାତ ପରିଲକ୍ଷିତ ହୁଏ ।

|ଅସୁରକ୍ଷିତ ଗର୍ଭପାତର ପ୍ରତିରୋଧ|ଯେଉଁ ସବୁ ଦେଶରେ ଗର୍ଭପାତ ଆଇନସମ୍ମତ ସେଠାରେ ଗର୍ଭବତୀ ନାରୀଙ୍କୁ ସୁରକ୍ଷିତ ଓ ଉତ୍ତମ ମାନର ସୁବିଧା ଉପଲବ୍ଧ କରାଇ ଏହି ସମସ୍ୟାର କିଛି ମାତ୍ରାରେ ନିରାକରଣ କରାଯାଇପାରେ ।

ସମଗ୍ର ଗୁମ୍ଫା କାନ୍ଥ ଓ ଛାତର ଚରିତ୍ରମାନଙ୍କ ମଧ୍ୟରୁ ମୁଖ୍ୟତଃ ଛାତର ଚିତ୍ର କିଛି ମାତ୍ରାରେ ତିଷ୍ଠି ରହିଛି ।

|ବ୍ୟାଘ୍ର ଅଭୟାରଣ୍ୟମାନଙ୍କରେ ବେତାର ଯୋଗାଯୋଗ ବ୍ୟବସ୍ଥା ଓ ନିରୀକ୍ଷଣ ଶିବିର ସ୍ଥାପନ କରିବା ଯୋଗୁଁ ଅବୈଧ ଶିକାର କିଛି ମାତ୍ରାରେ ହ୍ରାସ ପାଇଛି ।

ତେଣୁ ଡଲ୍‍ଫିନ୍‍ଙ୍କ ଇଲାକାରେ ସ୍ଥାୟୀ ଜାଲ ଓ ପାଣି ବୋମାର ବ୍ୟବହାର ଉପରେ କିଛି ମାତ୍ରାରେ ଅଙ୍କୁଶ ଲାଗିଛି ।

ଏହି ପ୍ରକାର ବ୍ୟକ୍ତି ତାଙ୍କର ପ୍ରକଳ୍ପିତ ଉପାୟରେ ଘଟଣା ନଘଟିବାରୁ କିଛି ମାତ୍ରାରେ ଅସନ୍ତୁଷ୍ଟ ଅନୁଭବ କରନ୍ତି କିନ୍ତୁ ଯଥାଶୀଘ୍ର ସମ୍ଭବ ଏହି ଅଘଟଣ ପାଇଁ ଦରକାରୀ ପରିବର୍ତ୍ତନ କରି ନିଜର ଲକ୍ଷପଥରେ ଆଗେଇ ଚାଲନ୍ତି ।

ଚାଷିକୂଳ ଚାଷ କରି ଫସଲ ଅମଳ କରିବା କାର୍ଯ୍ୟରେ ବ୍ୟସ୍ତ ରହି ଥକି ଯାଇଥାନ୍ତି ଓ ସେହି ଥକାକୁ କିଛି ମାତ୍ରାରେ ହ୍ରାସ ପାଇଁ ଏହି ଦିନ ଆନନ୍ଦ ଉଲ୍ଲାସର ସହିତ କବାଡି ଓ ତାସ ଖେଳନ୍ତି ,ପତଙ୍ଗ ଉଡାନ୍ତି, କୁକୁଡା ଲଢେଇର ମଜା ନେଇଥାନ୍ତି ।

a bit's Usage Examples:

Doug Insole, his one-time captain at Essex, described him thus: Trevor was quite a stroppy lad in his early cricketing years, and a bit of a rebel.


Interlacing (also known as interleaving) is a method of encoding a bitmap image such that a person who has partially received it sees a degraded copy of.


century, consisting of Plymouth gin and a dash of Angostura bitters, a dark red bitters that makes the whole drink pinkish.


recycled James Brown compost modernism like a bitch), and it"s got a shockable bourgeoise, to boot.


It was founded by defectors from the original Toho company following a bitter strike in 1947.


He had a bit part in the 1963 comedy, It's a Mad, Mad, Mad, Mad World, he appeared with old sidekick, Huntz Hall, in a pair of low budget films, Second Fiddle to a Steel Guitar in 1966 and The Phynx in 1970.


apparently it is a favorite gang activity to snag women"s clothing with fishhooks welded to their cars" fenders, although this car came a bit too close.


She was married to Arthur, who was out of work and was really a bit of a failure, not much good at anything in life.


Whether she's an over-protective mother or a bit of a landmine, she probably knows you better than yourself in some ways.


[But] they have a little break now and can rest a bit.


The prototype for the game became a bit of a puzzle for prototype collectors as the first copy they found turned out to be a completely different game.


There is a bit of a night life and good restaurants, some with live entertainment.


Jerry is miffed after his girlfriend Audrey refuses to try a bite of his apple pie without.



Synonyms:

a little, a trifle,

Antonyms:

activity, inactivity, overact, underact,

a bit's Meaning in Other Sites